ସିଲଭରସିଟିରେ ନକଲି ଗୁଟକା : କମିସନରେଟ ପୁଲିସର ଚଢ଼ାଉ, ଜଣେ ଅଟକ

କଟକ: ସିଲଭରସିଟିରେ ପୁଣି ନକଲି ସମଗ୍ରୀ ଠାବ। କଟକର ମାଲଗୋଦାମ ଅଞ୍ଚଳରୁ ଜବତ ୭ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ନକଲି ଗୁଟୁକା। ଏହାସହ ୧୦ କ୍ବିଣ୍ଟାଲରୁ ଉର୍ଦ୍ଧ୍ବ ଅବକାରୀ ଗଞ୍ଜେଇ ସାମଗ୍ରୀ ମଧ୍ୟ ଜବତ କରିଛି କମିସନରେଟ ପୁଲିସ ଓ ସିଏମସି ଇନ୍ଫୋର୍ସମେଣ୍ଟ ଟିମ। ସମୁଦାୟ ୩ଟି ଗୋଦାମ ଉପରେ ଚଢ଼ାଉ ପରେ ଏହି ବିପୁଳ ପରିମାଣର ନକଲି ସାମଗ୍ରୀ ଜବତ ହୋଇଛି। ତେବେ ଏହାସହ ଏହି ମାମଲାରେ ଜଣଙ୍କୁ ଅଟକ … Continue reading ସିଲଭରସିଟିରେ ନକଲି ଗୁଟକା : କମିସନରେଟ ପୁଲିସର ଚଢ଼ାଉ, ଜଣେ ଅଟକ